ସତ୍ୟଶିଖା ୧୮/୧୨/୨୦୨୦ : ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ । ସରକାରୀ ଗାଡିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ୍ ଯାଉଥିବା ସମୟରେ ପାପଡାହାଣ୍ଡି ମୁଗବାହାଲ ନିକଟରେ ଯନ୍ତ୍ରୀଙ୍କ ଗାଡି ଅଟକାଇ ଯାଂଚ ବେଳେ ବୋଲେରୋ ଗାଡିରୁ ଭିଜିଲାନ୍ସ ଟିମ୍ ଟଙ୍କା ବ୍ୟାଗ୍ ଜବତ କରିଛି ।
ଭିଜିଲାନ୍ସ ଜାଲରେ ତିନି ସରକାରୀ କର୍ମଚାରୀ
