ଖେଳନ୍ୟୁଜ୍

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ତୃତୀୟ ଟେଷ୍ଟ

ସତ୍ୟଶିଖା ( ଭୁବନେଶ୍ୱର )୨୪/୦୮/୨୦୨୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ଅର୍ଥାତ ଲିଡ୍‌ସରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟ ବ୍ରିସ୍‌ବେନ୍‌ରେ ଖେଳାଯାଇଥିବା ବେଳେ ତାହା ଡ୍ର ରହିଥିଲା। ପ୍ରଥମ ଟେଷ୍ଟରେ ଭାରତ ବିଜୟର ନିକଟତର ହୋଇଥିଲେ ସୁଦ୍ଧା ବର୍ଷା ସାଜିଥିଲା ବାଧକ । ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଥିଲା ।

 

Show More
Back to top button