ରାଜ୍ୟସ୍ୱାସ୍ଥ୍ୟ

ଋଣ ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ, ନିର୍ଦ୍ଦେଶନାମା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୭.୨୦୨୧: ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଋଣ । ଉଚ୍ଚଶିକ୍ଷା ବିଭାଗରୁ ଟଙ୍କା ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ହେଲା ଛାତ୍ରଛାତ୍ରୀ ଋଣ ନେଇଥିଲେ ମଧ୍ୟ ପଇଠ କରିବାକୁ ଆଗଭର ଦେଖାଉନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଛାତ୍ରଛାତ୍ରୀ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଖୁବ ଶୀଘ୍ର ଋଣ ପଇଠ କାଟିବାକୁ ଉଚ୍ଚ ଶିକ୍ଷା ବିଭଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଋଣ । ଉଚ୍ଚଶିକ୍ଷା ବିଭାଗରୁ ଟଙ୍କା ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ହେଲା ଛାତ୍ରଛାତ୍ରୀ ଋଣ ନେଇଥିଲେ ମଧ୍ୟ ପଇଠ କରିବାକୁ ଆଗଭର ଦେଖାଉନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଛାତ୍ରଛାତ୍ରୀ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଖୁବ ଶୀଘ୍ର ଋଣ ପଇଠ କାଟିବାକୁ ଉଚ୍ଚ ଶିକ୍ଷା ବିଭଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Show More
Back to top button