ଶନିବାର ରାଶିଫଳ:କେମିତି କଟିବ ଆଜିର ଦିନ


ସତ୍ୟଶିଖା (ଭୁବନେଶ୍ୱର) ୧୧.୦୬.୨୦୨୨: ମେଷ– ଆଜି ଆପଣଙ୍କ ଦିନଟିଶୁଭ ଫଳ ଦେବ ।କର୍ମକ୍ଷେତ୍ରରେବିଳମ୍ବ ଯୋଗ ଅଛି । ଆଜି ଆୟବ୍ୟୟ ପ୍ରାୟସମାନ ରହିବ ।ବ୍ୟବସାୟଭଲରେଚାଲିବ ଓ ଲାଭମିଳିବ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୫ ।
ବୃଷ– ଆଜି ଦିନଟି ଆପଣଙ୍କଭଲରେ ଯିବ ନାହିଁ ।ଦେହ ଭଲ ରହିବ ।କୌଣସିବ୍ୟକ୍ତି ଦ୍ୱାରା ପ୍ରତାରିତହୋଇପାରନ୍ତି ।ବ୍ୟବସାୟରେଲାଭ ପାଇବେ ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୪ ।
ମିଥୁନ -ଆଜି ଦିନଟି ମଧ୍ୟମ ଧରଣର ରହିବ । ଅତ୍ୟନ୍ତ ବ୍ୟୟ କାରଣରୁ ଋଣ ଗ୍ରସ୍ତ ହେବେ ।ଭାତୃବିବାଦର ସୂଚନାମିଳେ,ପାରିବାରିକଜୀବନ ଅଶାନ୍ତିପୂର୍ଣ୍ଣ ଅଟେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୭ ।
କର୍କଟ- ଭଲରେ ଦିନଟି ଯିବ ।ବିଭିନ୍ନସୂତ୍ରରୁ ଆୟରଯୋଗରହିଛି ।ଭୂସମ୍ପଦ ବାମୂଲ୍ୟବାନ୍ ଦ୍ରବ୍ୟଲାଭଯୋଗ ଅଛି ।ବ୍ୟବସାୟରେଲାଭହେବ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୪ ।
ସିଂହ– ଆଜି ଦିନଟି ମଧ୍ୟମ ଅଟେ ।ନୁଆ ଦ୍ରବ୍ୟଲାଭରଯୋଗରହିଛି । ନୂତନ କର୍ମସଂସ୍ଥାନ ବା ପଦୋନ୍ନତିଯୋଗ ଅଛି ।ବ୍ୟବସାୟଲାଭ ପ୍ରଦ ମିଳିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧ ।
କନ୍ୟା– ଆପଣଙ୍କ ଦିନଟି ମଧ୍ୟମ ଫଳ ଦେବ ।କର୍ମକ୍ଷେତ୍ରରେବିଳମ୍ବ ଯୋଗ ଅଛି ।ଭ୍ରମଣରଯୋଗରହିଛି ।ଚାକିରୀରେ ଉଚ୍ଚ ଫଳ ପାଇବେ ।ବ୍ୟବସାୟରେ ଅଗ୍ରଗତିଘଟିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୪ ।
ତୁଳା– ଆଜି ଦିନଟି ମଧ୍ୟମରହିବ ।କର୍ମକ୍ଷେତ୍ରରେକ୍ଷତିଓବାବିରୁଦ୍ଧାଚରିଣ ଦେଖା ଦେବ । ଦେହ ଭଲ ରହିବ ନାହିଁ ।ବ୍ୟବସାୟରେକ୍ଷତିହେବ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୭ ।
ବିଛା -ଦିନଟି ଅଶୁଭରେକଟିବ । ନାନାସମସ୍ୟାର ସମ୍ମୁଖୀନ ହେବେ । ଦେହ ଭଲ ରହିବ ।ଚାକିରୀରେ ଅପଯଶ ହେବ ।ବ୍ୟବସାୟରେ ମଧ୍ୟ ଫଳ ରହିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୨ ।
ଧନୁ – ଦିନଟିଶୁଭରେକଟିବ । ଶତ୍ରୁହାନି ଓ ସାଫଲ୍ୟତାଯୋଗ ଅଛି ।କର୍ମକ୍ଷେତ୍ରରେ ସମ୍ମାନୀତ ହେବେ । ପାରିବାରିକଜୀବନ ସୁଖିରହିବ । ଆୟଉତ୍ତମରହିବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୬ ।
ମକର– ଆଜି ଦିନଟି ମଧ୍ୟମ ଧରଣର ରହିବ । ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ମନ ଲାଗିବ ।ଚାକିରୀରେ ଲାଭହେବ । ବ୍ୟବସାୟରେ ଲାଭ ପାଇବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୮ ।
କୁମ୍ଭ -ଆଜି ଦିନଟିଶୁଭ ଅଟେ । ଦେହ ସୁସ୍ଥରହିବ । ଆୟ ଉତ୍ତମ ରହିବ । ବ୍ୟବସାୟରେ ଲାଭହେବ ।ବନ୍ଧୁମିଳନର ଯୋଗ ରହିଛି । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।
ମୀନ -ଆଜି ଦିନଟି ଆପଣଙ୍କ ଅତିଉତ୍ତମ ଅଟେ । ଦେହ ଓ ମନ ଖୁବ୍ ଭଲ ରହିବ ।କର୍ମକ୍ଷେତ୍ରରେ ସାଫଲ୍ୟତା ଯୋଗ ଅଛି । ଦୂର ଯାତ୍ରାରଯୋଗ ଅଛି । ଚାକିରୀରେ ଉଚ୍ଚପଦ ଲାଭହେବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୭ ।