ରାଜନୀତି
-
ଘର ଭିତରେ ରହି ବିଜୁଙ୍କ ଶ୍ରାଦ୍ଧ ପାଳନ ପାଇଁ ନେତାମାନଙ୍କୁ ତାଗିଦ୍
ଭୁବନେଶ୍ୱର(ସତ୍ୟଶିଖା): କରୋନା ପାଇଁ ଲକଡାଉନ୍ ହୋଇଥିବାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବକୁ ନିଜଘରେ ରହି ନିରାଡ଼ମ୍ବର ଭାବେ ପାଳନ କରିବା ନିମନ୍ତେ ବିଜେଡି…
ଅଧିକ ଖବର ପଢନ୍ତୁ » -
‘ରାସନ କାର୍ଡ ନଥିବା ଗରିବଙ୍କୁ ମାଗଣାରେ ଚାଉଳ ଓ ଡାଲି ଦିଅ’
ଭୁବନେଶ୍ୱର(ସତ୍ୟଶିଖା): କରୋନା ପାଇଁ ଲକ୍ଡାଉନ୍ ବେଳେ ଗରିବ ଓ ଅସହାୟ ଲୋକମାନଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର…
ଅଧିକ ଖବର ପଢନ୍ତୁ » -
ଗରିବଙ୍କ ସହ ଆମ୍ବେଦକର ଜୟନ୍ତୀ ପାଳିବ ବିଜେପି, ଖୁଆଇବ ଓ ମାସ୍କ ବାଣ୍ଟିବ
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଭାରତ ରତ୍ନ ବିଆର ଆମ୍ବେଦକର ୧୨୯ତମ ଜନ୍ମ ଜୟନ୍ତୀକୁ ଆସନ୍ତାକାଲି ଭିନ୍ନ ଢଙ୍ଗରେ ପାଳିବା ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି…
ଅଧିକ ଖବର ପଢନ୍ତୁ » -
କମଲନାଥ ସରକାର ଭାଙ୍ଗିବା ପାଇଁ ବିଳମ୍ୱରେ ଲକଡାଉନ୍ ନିଷ୍ପତ୍ତି!
ଭୋପାଲ: ଦେଶରେ ଲକଡାଉନ୍ ଘୋଷଣା ବିଳମ୍ୱ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷଣା କରିବା ପରେ ମଧ୍ୟ କେନ୍ଦ୍ର ସରକାର ଲକଡାଉନ୍…
ଅଧିକ ଖବର ପଢନ୍ତୁ » -
କରୋନା ଯୁଦ୍ଧରେ ଓଡ଼ିଆ ଆଇଏଏସ ଗୌଣ, ଦୁଇ ତାମିଲ୍ ଅଫିସରଙ୍କୁ ଶ୍ରେୟ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ମୁକାବିଲା ପାଇଁ ଦୁଇ ତାମିଲ୍ ଅଫିସରଙ୍କୁ ଶ୍ରେୟ ଦେଇଛି ତାମିଲନାଡୁର ଚେନ୍ନାଇରୁ ପ୍ରକାଶ ପାଉଥିବା ଦୈନିକ ଇଂରାଜୀ ଖବରକାଗଜ ‘ନ୍ୟୁଜ…
ଅଧିକ ଖବର ପଢନ୍ତୁ » -
ବାଗଚୀଙ୍କ କଥାରେ ପାତ୍ର ଭାଇନା ଖପ୍ପା
ପ୍ରଜ୍ଞା ଚୌଧୁରୀ ସାରା ଦେଶରେ ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୋଦି ମ୍ୟାଜିକ୍ ଓଡ଼ିଶାରେ ଫେଲ୍ କରିବାରେ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ…
ଅଧିକ ଖବର ପଢନ୍ତୁ » -
ନବୀନଙ୍କ ଲକଡାଉନ୍ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସର ସମର୍ଥନ
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟର…
ଅଧିକ ଖବର ପଢନ୍ତୁ » -
ଘରେ ମାସ୍କ ତିଆରି କରୁଛନ୍ତି ନେତ୍ରୀ, ସୋଶାଲ ମିଡିଆରେ ପ୍ରଶଂସା
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣକୁ ରୋକିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ଆଜିଠୁ ବାଧ୍ୟତାମୂଳକ କରିଛନ୍ତି। ତେବେ ପର୍ଯ୍ୟାପ୍ତ ପରିମାଣର ମାସ୍କ…
ଅଧିକ ଖବର ପଢନ୍ତୁ » -
କରୋନା ମୁକାବିଲା: ୧୫ ଦିନ ପରେ ବିଜେଡିର ମନେପଡ଼ିଲା ସାମାଜିକ ଦାୟିତ୍ୱ
ଭୁବନେଶ୍ୱର(ପ୍ରକାଶ ସେଠୀ): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ରାଜ୍ୟରେ ଲକଡାଉନ୍ ସ୍ଥିତି ଘୋଷଣା ହେବାପରଠୁ ଦୁଇ ପ୍ରମୁଖ ବିରୋଧୀ…
ଅଧିକ ଖବର ପଢନ୍ତୁ » -
ସାଂସଦ ପାଣ୍ଠି ରାଜ୍ୟକୁ ମିଳୁ, ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଜେଡି ରଖିଲା ପ୍ରସ୍ତାବ
ଭୁବନେଶ୍ୱର(ସତ୍ୟଶିଖା): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବା ଏହି ଅଭାବନୀୟ ସ୍ଥିତିର ମୁକାବିଲା ପାଇଁ ବିଜେଡି ସମେତ ପ୍ରମୁଖ…
ଅଧିକ ଖବର ପଢନ୍ତୁ »









