ରାଜନୀତି
-
ଗାଁରେ ସବୁ ସରକାରୀ ଘର, କଲେଜକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଉ
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ…
ଅଧିକ ଖବର ପଢନ୍ତୁ » -
ଆତ୍ମପ୍ରଚାର ଓ ଅହଙ୍କାର ଛାଡ଼ି କରୋନା ମୁକାବିଲା ପାଇଁ ମାଷ୍ଟରପ୍ଲାନ୍ ହେଉ: ବିଜୟ ମହାପାତ୍ର
ଭୁବନେଶ୍ୱର (ସତ୍ୟଶିଖା): ଆତ୍ମପ୍ରଚାର ଓ ଅହଙ୍କାର ଛାଡ଼ି ସେବା ମନୋବୃତ୍ତି ସହ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ମାଷ୍ଟରପ୍ଲାନ୍ ପ୍ରସ୍ତୁତ…
ଅଧିକ ଖବର ପଢନ୍ତୁ » -
ରାଜସ୍ଥାନରେ ଅଟକିଛନ୍ତି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ, ସରକାରଙ୍କ ସହଯୋଗ ଲୋଡ଼ିଲେ ନରସିଂହ
ଭୁବନେଶ୍ୱର (ସତ୍ୟଶିଖା): କରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବାହାର ରାଜ୍ୟରେ ଫସି ରହିଥିବା ଶହ ଶହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ…
ଅଧିକ ଖବର ପଢନ୍ତୁ » -
କରୋନା ବିପତ୍ତିବେଳେ ୨ହଜାର କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ବିଜେପି
ଭୁବନେଶ୍ୱର(ସତ୍ୟଶିଖା): କରୋନା ବିପତ୍ତି ପାଇଁ କଟକଣା ଓ ଲକଡାଉନ୍ ଲାଗୁ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ…
ଅଧିକ ଖବର ପଢନ୍ତୁ » -
ଟ୍ରାଉଜର ପଞ୍ଜାବୀ ଡ୍ରେସରେ ହଳ କଲେ ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର(ସତ୍ୟଶିଖା): ଚର୍ଚ୍ଚାରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ ଅରୁଣ ସାହୁ ହଳ ଲଙ୍ଗଳ ଧରି କ୍ଷେତରେ ହଳ କରୁଥିବାର ଫଟୋ ଏବେ…
ଅଧିକ ଖବର ପଢନ୍ତୁ » -
କରୋନା ନୁହେଁ ରାଜନୀତି ଭାଇରସ ବାଣ୍ଟିବାକୁ ଆସିଛି କେନ୍ଦ୍ରୀୟ ଟିମ୍: ମମତା
କୋଲକାତା: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗୋଟିଏ ପଟେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ପରସ୍ପରକୁ ସହଯୋଗ କରୁଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ ଏହାର ବ୍ୟତିକ୍ରମ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ ବାହାରୁ ଏବେ ଓଡ଼ିଆଙ୍କୁ ଆଣିଲେ ସାଂଘାତିକ ସ୍ଥିତି ଉପୁଜିବ: ନିରଞ୍ଜନ
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକମାନଙ୍କର ପଞ୍ଜିକରଣ କରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ରାଜ୍ୟ ସରକାର ନେଇଥିବା…
ଅଧିକ ଖବର ପଢନ୍ତୁ » -
ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ପରାମର୍ଶ ଦେଲେ ବୈଜୟନ୍ତ
ଭୁବନେଶ୍ୱର(ସତ୍ୟଶିଖା): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ବୈଜୟନ୍ତ…
ଅଧିକ ଖବର ପଢନ୍ତୁ » -
ପୁରୀ ରଥଯାତ୍ରା: ତ୍ୱରିତ୍ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ
ଭୁବନେଶ୍ୱର(ସତ୍ୟଶିଖା): ବିଶ୍ୱ ମହାମାରୀ କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ୨୩ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ହେବ ସେ ନେଇ ତ୍ୱରିତ୍ ନିଷ୍ପତ୍ତି…
ଅଧିକ ଖବର ପଢନ୍ତୁ » -
ବିଜେଡି କାର୍ଯ୍ୟାଳୟରେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ଭୁବନେଶ୍ୱର(ସତ୍ୟଶିଖା): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଆଜି ନିରାଡ଼ମ୍ବର ଭାବେ ରାଜ୍ୟବ୍ୟାପୀ ପାଳିତ ହୋଇଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ…
ଅଧିକ ଖବର ପଢନ୍ତୁ »









