ନ୍ୟୁଜ୍
-
ଘରୋଇ ହିଂସା: ମହିଳା କମିଶନ ବି ଜାରି କଲେ ହ୍ୱାଟ୍ସଆପ୍ ନମ୍ବର
ଭୁବନେଶ୍ୱର(ସତ୍ୟଶିଖା): ଏବେ ଲକଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୁଲିସ୍ ପ୍ରଶାସନଠୁ ଆରମ୍ଭ…
ଅଧିକ ଖବର ପଢନ୍ତୁ » -
ଭାରତ ପହଞ୍ଚିଲା ୫ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍, ୧୫ ମିନିଟ୍ରେ ଦେବ ରେଜଲ୍ଟ
ନୂଆଦିଲ୍ଲୀ: ଚାଇନାର ଦୁଇଟି ଫାର୍ମରୁ ୫ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ ଭାରତ ପହଞ୍ଚିଛି। ଏଥିରେ ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ମଧ୍ୟ ରହିଥିବା ଇଣ୍ଡିଆନ୍ କାଉନସିଲ…
ଅଧିକ ଖବର ପଢନ୍ତୁ » -
କରୋନା ମୁକାବିଲାରେ ଭାରତ ଆଗରେ, କାନାଡା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସଫଳ
ନୂଆଦିଲ୍ଲୀ: ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ଏବେ ଲକ୍ଡାଉନ୍ ଲାଗୁ ହୋଇଛି। କରୋନା ମହାମାରୀର ମୁକାବିଲା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ…
ଅଧିକ ଖବର ପଢନ୍ତୁ » -
‘ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି। ଏହାର ପ୍ରକୋପ ଓଡ଼ିଶାରେ ପଡ଼ିଛି। ଆଜି ସୁଦ୍ଧା ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ଅଧିକ ଖବର ପଢନ୍ତୁ » -
ବିମାନ ଟିକେଟ୍ ଟଙ୍କା ଫେରାଇବାକୁ ଡିଜିସିଏର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗୁରୁବାର ଡେପୁଟୀ ଜେନେରାଲ ସିଭିଲ ଆଭିଏସନ୍ ପକ୍ଷରୁ କୁହାଯାଇଛି ଲକ୍ଡାଉନ୍ କାରଣରୁ ବିମାନ ଟିକେଟ୍ କରି ମଧ୍ୟ ଯାତ୍ରା କରିପାରିନଥିବା ଲୋକ ଅର୍ଥ ଫେରିପାଇବେ। ମାର୍ଚ୍ଚ…
ଅଧିକ ଖବର ପଢନ୍ତୁ » -
ଉଷ୍ମ ପାଣିପାଗରେ ଦୁର୍ବଳ ହେଉଛି କରୋନା, ତଥାପି ଗବେଷଣାକୁ ଅପେକ୍ଷା କରିବାକୁ ହେବ: ପ୍ରଫେସର କେ ଶ୍ରୀନାଥ ରେଡ୍ଡି
ନୂଆଦିଲ୍ଲୀ: ପୂର୍ବରୁ ଆସିଥିବା ସମସ୍ତ କରୋନା ଭାଇରସ୍ ପରି ନୋବେଲ୍ କରୋନା ଭାଇରସ୍ ମଧ୍ୟ ଉଷ୍ମ ପାଣିପାଗରେ ଦୁର୍ବଳ ହେଉଛି। କିନ୍ତୁ ଏତେ ଶୀଘ୍ର ଏହାକୁ ଚୂଡ଼ାନ୍ତ…
ଅଧିକ ଖବର ପଢନ୍ତୁ » -
ଦୁଇ କରୋନା ଚିହ୍ନଟ ପରେ ମଧ୍ୟ ଚେତୁ ନାହାନ୍ତି ଲୋକ, ମାନୁନାହାନ୍ତି ଲକ୍ଡାଉନ୍ ନିୟମ
ରାଉରକେଲା(ପବନ ତିୱାରୀ): ‘କରୋନା’ ସ୍ଥିତିକୁ ଦେଖି ଭାରତ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ ରାଉରକେଲା ଜନସାଧାରଣ ଏହି ଲକ୍ଡାଉନ୍ ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି। ଦୁଇ…
ଅଧିକ ଖବର ପଢନ୍ତୁ » -
ଭିଡିଓ କନଫରେନ୍ସିଂ ପାଇଁ ଜୁମ୍ ଆପ୍ ନିରାପଦ ନୁହେଁ
ନୂଆଦିଲ୍ଲୀ: ଲକଡାଉନ ବେଳେ ଭିଡିଓ କନଫରେନସିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଆଜି ଏ ନେଇ ସ୍ପଷ୍ଟ କରିଛନ୍ତି। ଲକଡାଉନ…
ଅଧିକ ଖବର ପଢନ୍ତୁ » -
ବ୍ରିଜ ତଳେ ରହୁଥିବା ଶ୍ରମିକଙ୍କୁ ଆଶ୍ରୟସ୍ଥଳୀ ଯୋଗାଇଲେ କେଜ୍ରି ସରକାର
ନୂଆଦିଲ୍ଲୀ: ଲକଡାଉନର ୨୨ ଦିନ ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ କେଜ୍ରିଓ୍ୱାଲ ସରକାରଙ୍କ କାନରେ ପଡ଼ିଛି। ଯମୁନା ବ୍ରିଜ ତଳେ ୨୨ ଦିନ ହେବ ରହିଆସୁଥିବା ଶ୍ରମିକଙ୍କୁ…
ଅଧିକ ଖବର ପଢନ୍ତୁ » -
ବଢ଼ିଲା ଗାଡ଼ି ଓ ସ୍ୱାସ୍ଥ୍ୟ ବୀମା ଅବଧି
ନୂଆଦିଲ୍ଲୀ: ଲକ୍ଡାଉନ୍ ଅବଧି ଏପ୍ରିଲ ୧୫ରୁ ମେ’ ୩ ଯାଏ ପୁଣି ବୃଦ୍ଧି ପାଇଥିବାରୁ ଯାନବାହାନ ଏବଂ ସ୍ୱାସ୍ଥ୍ୟ ବୀମା ଅବଧି ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟ…
ଅଧିକ ଖବର ପଢନ୍ତୁ »









