ନ୍ୟୁଜ୍
-
ସାବଧାନ! ବିନା କାରଣରେ ଗାଡ଼ିରେ ବୁଲିଲେ ଗଣିବ ତଣ୍ଡ
ଖୋର୍ଦ୍ଧା (ସତ୍ୟଶିଖା): କୌଣସି କାରଣ ନ ଥାଇ ଘରୁ ଗାଡ଼ି କାଢ଼ି ବୁଲିଲେ ଜରିମାନା ଦେବାକୁ ପଡ଼ିବ। ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି…
ଅଧିକ ଖବର ପଢନ୍ତୁ » -
ସ୍ପେନରେ କମିଲା କରୋନା ମୃତ୍ୟୁ ହାର
ମାଦ୍ରିଦ: ସ୍ପେନରେ ଲକଡାଉନକୁ ମାସେ ପୂରଣ ହୋଇଛି। ମାର୍ଚ୍ଚ ୧୪ରେ ଲକଡାଉନ୍ ହୋଇଥିଲା। ଏହାରି ଭିତରେ କରୋନା ମୃତ୍ୟୁ ହାର କମିଛି। ଏଯାବତ ସ୍ପେନରେ ୧୯ ହଜାର…
ଅଧିକ ଖବର ପଢନ୍ତୁ » -
ଘର ଭିତରେ ରହି ବିଜୁଙ୍କ ଶ୍ରାଦ୍ଧ ପାଳନ ପାଇଁ ନେତାମାନଙ୍କୁ ତାଗିଦ୍
ଭୁବନେଶ୍ୱର(ସତ୍ୟଶିଖା): କରୋନା ପାଇଁ ଲକଡାଉନ୍ ହୋଇଥିବାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବକୁ ନିଜଘରେ ରହି ନିରାଡ଼ମ୍ବର ଭାବେ ପାଳନ କରିବା ନିମନ୍ତେ ବିଜେଡି…
ଅଧିକ ଖବର ପଢନ୍ତୁ » -
‘କରୋନା’ ଭୟରେ ଗର୍ଭବତୀଙ୍କ ମୃତଦେହକୁ ଗାଁ ଲୋକ ପୂରାଇଦେଲେନି, ମାନବିକତା ଦେଖାଇଲା ଓକିଲ ସଂଘ
ସୋର (ଶଶୀକାନ୍ତ ବେହେରା): ‘କରୋନା’ ଭୟରେ ଗର୍ଭବତୀଙ୍କ ମୃତଦେହ ଗାଁକୁ ଆସିବାକୁ ଦେଲେନି ଲୋକ। ଏପରି ସମୟରେ ମାନବିକତା ଦେଖାଇଲେ ଓକିଲ ସଂଘ। ଶ୍ମଶାନରେ ଶବ ସତ୍କାର…
ଅଧିକ ଖବର ପଢନ୍ତୁ » -
୧୦୮ଟି ଦେଶକୁ ୮୫ ମିଲଅନ୍ HCQ ପଠାଇବ ଭାରତ
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଅନେକ ଦେଶ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ୍ ଔଷଧ ମାଗିଥିଲେ। ଭାରତ ଏଯାବତ ୧୦୦ରୁ ଅଧିକ ଦେଶକୁ ଏହି ଔଷଧ ପଠାଇବ…
ଅଧିକ ଖବର ପଢନ୍ତୁ » -
୪୦୦ ଟପିଲା ଭାରତରେ ମୃତ୍ୟୁସଂଖ୍ୟା, ସୁସ୍ଥ ହେଲେଣି ୧୫୧୫
ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଯୋଗୁ ଆଜି ସକାଳ ୮.୩୦ ସୁଦ୍ଧା ୪୧୪…
ଅଧିକ ଖବର ପଢନ୍ତୁ » -
ଅଟୋ ଚାଳକଙ୍କୁ ଦୁଃଖ ଦେଇଗଲା ‘କରୋନା’
ରାଉରକେଲା(ପବନ ତିୱାରୀ): ଦିନ ସାରା ଯାହା ରୋଜଗାର ହୁଏ ସେଥିରେ ପୂରା ପରିବାର ଚଳେ। ଯେଉଁ ଦିନ ରୋଜଗାର ନାହିଁ, ସେ ଦିନ ପରିବାର ଚଳେଇବା କଷ୍ଟ…
ଅଧିକ ଖବର ପଢନ୍ତୁ » -
ଜୁମ୍ ଭଳି ଆପ୍ ତିଆରି କରିବାକୁ ବୈଷୟିକ କମ୍ପାନୀକୁ ଆହ୍ୱାନ
ନୂଆଦିଲ୍ଲୀ: ଭିଡିଓ କନଫରେନସିଂ ପାଇଁ ଜୁମ୍ ଆପ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଆଜି ଏଭଳି କହିଛନ୍ତି। ଏହାପରେ ଭାରତ ସରକାର ନିଜସ୍ୱ ଆପ ତିଆରି କରିବା…
ଅଧିକ ଖବର ପଢନ୍ତୁ » -
ସହରାଞ୍ଚଳରେ ବୁଲା ଜନ୍ତୁଙ୍କୁ ଖାଇବାକୁ ଦେବେ ସରକାର
ଭୁବନେଶ୍ୱର(ସତ୍ୟଶିଖା): କରୋନା ପାଇଁ ଲକଡାଉନ୍ ଅବଧିରେ ସହରାଞ୍ଚଳରେ ବୁଲା ଜନ୍ତୁମାନଙ୍କ ଖାଇବାକୁ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮୦.୧୮ଲକ୍ଷ…
ଅଧିକ ଖବର ପଢନ୍ତୁ » -
ଦିନସାରା ବାହାରେ ବସିଲେ କ୍ୟାନ୍ସର ରୋଗୀ, ଘରେ ପୂରାଇ ଦେଲେନି ମାଲିକ
ବାଲେଶ୍ୱର(ସତ୍ୟଶିଖା): ‘କରୋନା’କୁ ଭୟ ନକରିବାକୁ ବାରମ୍ୱାର ଅପିଲ୍ କରାଯାଉଛି। ଏହା ସତ୍ତ୍ୱେ ବାଲେଶ୍ୱର ସଦର ମହକୁମାରେ ଜଣେ ଭଡ଼ାଟିଆ କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ…
ଅଧିକ ଖବର ପଢନ୍ତୁ »









