ନ୍ୟୁଜ୍
-
ଆଶ୍ୱସ୍ତ ଲଣ୍ଡନ, ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ
ଲଣ୍ଡନ: ଲଣ୍ଡନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମୁଥିବା…
ଅଧିକ ଖବର ପଢନ୍ତୁ » -
ବଢ଼ିଲା ଚିନ୍ତା, ଚୀନଠୁ ଟପିଲା ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। www.worldometers.info/coronavirus ର ରିପୋର୍ଟ ଅନୁଯାୟୀ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦୭୨ ଛୁଇଁଛି। ଏହି ଆକ୍ରାନ୍ତଙ୍କ…
ଅଧିକ ଖବର ପଢନ୍ତୁ » -
କେବଳ ସରପଞ୍ଚ ନୁହେଁ ପଞ୍ଚାୟତ ପିଅନଙ୍କୁ ବି ୫୦ ଲକ୍ଷ ଟଙ୍କାର ବୀମାଭୁକ୍ତ କର: ବିରୋଧୀ ଦଳ ନେତା
ଭୁବନେଶ୍ୱର(ସତ୍ୟଶିଖା): କେବଳ ସରପଞ୍ଚ ନୁହେଁ କରୋନା ମୁକାବିଲାରେ ନିୟୋଜିତ ଥିବା ପଞ୍ଚାୟତର ପିଇଓ,ଜିଆରଏସ,ପିଅନ ଓ ରାତ୍ରି ଜଗୁଆଳୀଙ୍କ ପାଇଁ ମଧ୍ୟ ୫୦ଲକ୍ଷ ଟଙ୍କାର ବୀମାଭକ୍ତ କରିବାକୁ ବିରୋଧୀ…
ଅଧିକ ଖବର ପଢନ୍ତୁ » -
ପ୍ରଚାର ଛାଡ଼ି ଚଳିବା ପାଇଁ ଲୋକଙ୍କୁ ସିଧାସଳଖ ଟଙ୍କା ଦିଅ: ନିରଞ୍ଜନ
ଭୁବନେଶ୍ୱର(ସତ୍ୟଶିଖା): ‘ଆତ୍ମନିର୍ଭର ଭାରତ’ ନାଁରେ ପ୍ରଚାର କରିବା ଛାଡ଼ି ଚଳିବା ନିମନ୍ତେ ଲୋକଙ୍କୁ ସିଧାସଳଖ ୫ରୁ ସାଢ଼େ ୭ହଜାର ଟଙ୍କା ଦେବାକୁ ପ୍ରଦେଶ କଂଗ୍ରେସ ଦାବି କରିଛି।…
ଅଧିକ ଖବର ପଢନ୍ତୁ » -
କେନ୍ଦ୍ରର ଆର୍ଥିକ ପ୍ୟାକେଜକୁ ‘ଜୁମଲା’ କହିଲା କଂଗ୍ରେସ
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜ ଜୁମଲା ବା (ଫମ୍ପା)। ଏହି ପ୍ୟାକଜ ଦ୍ୱାରା ଚାଷୀମାନେ…
ଅଧିକ ଖବର ପଢନ୍ତୁ » -
ଓଡ଼ିଶାକୁ ଘନେଇଲା ବାତ୍ୟା ଭୟ, ୧୮ରୁ ଏହି ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାକୁ ଘନେଇଲା ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସୁଦ୍ଧା ଡିପ୍ରେସନ୍ର ରୂପ ନେଇଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା…
ଅଧିକ ଖବର ପଢନ୍ତୁ » -
ନୀତି ଆୟୋଗର କରୋନା ଗ୍ରାଫକୁ ନେଇ ସରକାରକୁ ଘେରିଲେ ରାହୁଲ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କର ନୀତି ଆୟୋଗକୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କରୋନାକୁ ନେଇ ନୀତି ଆୟୋଗ ଏକ ଆକଳନ କରି ଗ୍ରାଫ…
ଅଧିକ ଖବର ପଢନ୍ତୁ » -
ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍ କରିଛନ୍ତି। ଜୁନ୍ ୧୯ ଯାଏ ପୂର୍ବଭଳି କୋର୍ଟ କାର୍ଯ୍ୟ ଜାରି ରହିବ। ପ୍ରଧାନବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ ଆଜି…
ଅଧିକ ଖବର ପଢନ୍ତୁ » -
ସୁସ୍ଥ ହେଲେ ‘କରୋନା’ ଆକ୍ରାନ୍ତ ୨୦ ଛୋଟ ପିଲା
ଭୁବନେଶ୍ୱର(ସତ୍ୟଶିଖା): ମହାମରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ଏବେ ସେମାନେ ସମସ୍ତେ ସୁସ୍ଥ ହୋଇ…
ଅଧିକ ଖବର ପଢନ୍ତୁ » -
ବଢ଼ିଲା ୧୦% ଡିଏ: ଉପକୃତ ହେବେ ନିଗମ, ବିଶ୍ୱବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀ
ଭୁବନେଶ୍ୱର(ସତ୍ୟଶିଖା): କରୋନା ବିପତ୍ତି ମଧ୍ୟରେ ରାଜ୍ୟ ସରକାର ଷଷ୍ଠ ବେତନ କମିଶନ ହାରରେ ଦରମା ପାଉଥିବା ରାଜ୍ୟ କର୍ମଚାରୀଙ୍କ ପାଇଁ ଆଜି ୧୦ ପ୍ରତିଶତ ମହଙ୍ଗା ଭତ୍ତା…
ଅଧିକ ଖବର ପଢନ୍ତୁ »









