ନ୍ୟୁଜ୍
-
ବାତ୍ୟା ଆଶ୍ରୟସ୍ଥଳ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟର, ଲୋକେ ଆଶ୍ରୟ ନେବେ କେଉଁଠି?
ବାଲେଶ୍ୱର (ସତ୍ୟଶିଖା): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ…
ଅଧିକ ଖବର ପଢନ୍ତୁ » -
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା; ୨୩ ମୃତ
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା; ୨୩ ମୃତ | satyasikha ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଔରେୟାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨୩ ଜଣ…
ଅଧିକ ଖବର ପଢନ୍ତୁ » -
‘ନମସ୍କାର, ସରି ଆପଣଙ୍କ ସାଇକେଲ ନେଇ ଯାଉଛି’
ଜୟପୁର: ରାଜସ୍ଥାନ ଭରତପୁରର ଜଣେ ପ୍ରବାସୀ ଶ୍ରମିକ ଘରକୁ ଯିବା ପାଇଁ ସାଇକେଲ ଚୋରି କରିଛନ୍ତି। ଆଉ ଚୋରି କରିଥିବାରୁ ସେ ନିଜ ହାତରେ ଏକ କ୍ଷମାପ୍ରାର୍ଥନା…
ଅଧିକ ଖବର ପଢନ୍ତୁ » -
ସୁଟକେସରେ ଛୁଆ ଶୋଇବା ଘଟଣା, ଦୁଇ ରାଜ୍ୟକୁ ଜବାବ ତଲବ କଲା ଏନଏଚଆରସି
ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ତାଲାବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଏବେ ଚାଲିଚାଲି ନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାରି ଭିତରେ ଏକ ଭିଡିଓ…
ଅଧିକ ଖବର ପଢନ୍ତୁ » -
ସୁରତ ଫେରନ୍ତା ଦମ୍ପତିଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେବା ପାଇଁ ଦାବି କଲେ ଗାଁ ଲୋକ
ସୋର(ଶଶୀକାନ୍ତ ବେହାରା): ସୁରତରୁ ଆସି କ୍ୱାରେଣ୍ଟାଇନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ବସିଲେ ଗାଁ ଲୋକ। ବୁଝାସୁଝା କରିବାକୁ ଆସିଥିବା ପୁଲିସ…
ଅଧିକ ଖବର ପଢନ୍ତୁ » -
ମୋବାଇଲ କରୋନା ସଂକ୍ରମଣର ବାହାକ ହୋଇପାରେ: ଏମ୍ସ ଡାକ୍ତର
ନୂଆଦିଲ୍ଲୀ: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଦେଶବାସୀ ଏବେ ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ସ୍ଥିତିରେ ମୋବାଇଲ୍ କରୋନାର ବାହାକ ହୋଇପାରେ ବୋଲି ଏମ୍ସ…
ଅଧିକ ଖବର ପଢନ୍ତୁ » -
ଲକଡାଉନ୍ ପ୍ରଭାବ, ଛଟେଇ ହେବେ ୧୩% କର୍ମଚାରୀ
ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ରହିଛି। ଏହାର ପ୍ରଭାବ ଏବେ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜମାଟୋ ଉପରେ ପଡ଼ିଛି। କମ୍ପାନୀ ଏବେ ୧୩% କର୍ମଚାରୀ…
ଅଧିକ ଖବର ପଢନ୍ତୁ » -
‘ମ୍ୟାଟ୍ରିକ୍ ଖାତା ଦେଖିବାକୁ ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା, ଖାଇବା ବ୍ୟବସ୍ଥା କର’
କଟକ(ସତ୍ୟଶିଖା): ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ମ୍ୟାଟ୍ରିକ୍…
ଅଧିକ ଖବର ପଢନ୍ତୁ » -
ଚାଷୀଙ୍କ ଏବେର ସମସ୍ୟାର ସମାଧାନ କରିବନି କେନ୍ଦ୍ରର ପ୍ୟାକେଜ: ଗବେଷକ
ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ରଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଭବିଷ୍ୟତରେ ଭଲ ହୋଇପାରେ। ଏବେ ଚାଷୀଙ୍କ…
ଅଧିକ ଖବର ପଢନ୍ତୁ » -
ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୫୭୬ କରୋନା ଆକ୍ରାନ୍ତ ଚିହ୍ନଟ
ମୁମ୍ୱାଇ: ମହାରାଷ୍ଟ୍ରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ୧୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୧,୪୬୭…
ଅଧିକ ଖବର ପଢନ୍ତୁ »









