ଅପରାଧନ୍ୟୁଜ୍

ଲୁଟ୍ କରିବାକୁ ଆସି ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ l

ସତ୍ୟଶିଖା ( ଭଞ୍ଜନଗର  ) ୨୪ . ୦୮.୨୦୨୦ : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏସବିଆଇ ଏଟିଏମ୍ ଭଙ୍ଗାରୁଜା । ବିଳମ୍ବିତ ରାତିରେ କୁଲାଡଠାରେ ଥିବା ଏସବିଆଇ ଏଟିଏମ୍ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍ ଭଙ୍ଗାରୁଜା କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ବେଳେ ଲୁଟ୍ ହୋଇଛି କି ନାହିଁ ତାହା ଜଣାପଡିନାହିଁ । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଆସିଲେ ଟଙ୍କା ଲୁଟ୍ ନେଇ ସ୍ପଷ୍ଟ ଜଣାପଡିବ ।

Show More
Back to top button