ନ୍ୟୁଜ୍ରାଜ୍ୟ

ଭୁବେନଶ୍ବର ଏମ୍ସ ହସ୍ପରିଟାଲରେ ସିବିଆଇ ରେଡ୍।

ସତ୍ୟଶିଖା : ୧୯/୦୨/୨୦୨୫ : ଭୁବେନଶ୍ବର ଏମ୍ସ ହସ୍ପରିଟାଲରେ ସିବିଆଇ ରେଡ୍। ଏକାଡେମିକ ବ୍ଲକରେ ସିବିଆଇ ରେଡ୍ କରୁଛି। ନିଯୁକ୍ତିରେ ଅନୀୟମିତତା ହୋଇଥିବା ଅଭିଯୋଗରେ ରେଡ୍ ହୋଇଛି।

ସିବିଆଇର ୯ ଜଣିଆ ଟିମ୍ ରେଡ୍‌ରେ ସାମିଳ ହୋଇଛନ୍ତି। ରେଡ୍ ବେଳେ ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଛି ସିବିଆଇ ଟିମ୍‌। ଜାଲ୍ କାଗତପତ୍ରରେ ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଛି।

Show More
Back to top button