ଭିଡିଓ
ନୀଳଗିରିରେ 12 ଘଣ୍ଟିଆ ବନ୍ଦ ଡାକରା


ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯ୍ୟାତନା ଦେବା ପ୍ରତିବାଦରେ ଆଜି ନୀଳଗିରି ୧୨ ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି । ନୀଳଗିରିର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନର ମିଳିତ କ୍ରିୟାନୁଷ୍ଠାନ କମିଟି ଜନସାଧାରଣ, ସାମ୍ୱାଦିକ ସାମିଲ ହୋଇଛନ୍ତି । ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ, ଦୋକାନ ବନ୍ଦ ହୋଇଛି । ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି । ଏଭଳି ଘଟଣାକୁ ଚାରିଆଡେ ନିନ୍ଦା କରାଯାଇଛି ।