ନ୍ୟୁଜ୍ମନୋରଞ୍ଜନସିନେମା

ସାଂସଦ ଅନୁଭବ ମହାନ୍ତି ଙ୍କ ବିରୋଧରେ କୋର୍ଟ ଗଲେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନି । ଘରୋଇ ହିଂସା, ଶାରୀରିକ ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ l

ସତ୍ୟଶିଖା ୫ .୦୯.୨୦୨୦:  ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି  । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ ପତ୍ନୀ । କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଛନ୍ତି ବର୍ଷା ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । କହିଛନ୍ତି, ତାଙ୍କ ପାଖକୁ କୌଣସି ଲିଗାଲ ନୋଟିସ ଆସି ନାହିଁ ।

Show More
Back to top button