ସତ୍ୟଶିଖା ୦୨/୦୧/୨୦୨୧ : ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗିରଫ୍ କରାଯାଇଛି । ସୂଚନା ଥାଉକି ଜାକି ଓର ରେହମାନ ଲଖବୀ ହାଫିଜ୍ ସଇଦ ସହ ମିଶି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକି ଓର ରେହମାନ ଗିରଫ୍
