

ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ବିଶ୍ୱସ୍ତରରେ ପାରିପାଶ୍ୱିର୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନାର ପ୍ରସାର ପ୍ରଚାର ପାଇର୍ ପ୍ରତି ବଁ ସେପ୍ଟେମ୍ବର ୨୬ ତାରିଖରେ ପାଳିତ ହୁଏ ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ । ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ । ପରିବେଶ ସ୍ୱାସ୍ଥ୍ୟ ହେଉଛି ଜନସ୍ୱାସ୍ଥ୍ୟର ଏକ ଶାଖା । ପ୍ରତି ଦିନ ପ୍ରତ୍ୟେକ ମୁହୁର୍ତ୍ତରେ ଆମକୁ ସୁସ୍ଥ ରଖିବାରେ ପରିବେଶ ଆମକୁ ସାହାଯ୍ୟ କରୁଛି । ତେଣୁ ଆମ ପରିବେଶକୁ ଆମକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାକୁ ପଡ଼ିବ । ମଣିଷ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଉଥିବା ପାରିପାଶ୍ୱର୍ିକ ବିପଦପୂର୍ଣ୍ଣ ଉପାଦାନଗୁଡ଼ିକୁ ହ୍ରାସ କରିବାରେ ସହାୟକ ହୁଏ ।
ଇଣ୍ଟରନ୍ୟାସନାଲ ଫେଡେ଼ରେସନ ଅଫ୍ ଏନଭରମେଣ୍ଟାଲ ହେଲଥ ଦ୍ୱାରା ୨୦୧୧ ମସିହା ସେପ୍ଟେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ନିରନ୍ତର ବିକାଶ ଲକ୍ଷ୍ୟର ପାଳନ ନିମନ୍ତେ ପରିବେଶ ସ୍ୱାସ୍ଥ୍ୟ ପଦ୍ଧତିକୁ ମଜବୁତ କରିବା ।’
COMMENTS