ହସକଥା
୨୫ ବର୍ଷର ଝିଅ ଦରକାର – Satyasikha


ଗୋଟିଏ ଦୋକାନରେ ବୋର୍ଡ ଲାଗିଥିଲା। ଯେଉଁଥିରେ ଲେଖିଥିଲା ଏଠାରେ ବିବାହର ସମସ୍ତ ସାମଗ୍ରୀ ମିଳେ।
ଦୋକାନକୁ ଦେଖିବା ପରେ ପପୁ : ଭାଇ ଏଠାରେ ବାହାଘର ପାଇଁ ସବୁ ଜିନିଷ ମିଳେ ?
ଆହୁରି ପଢ଼ନ୍ତୁ
ଦୋକାନୀ : ହଁ
ପପୁ : ତା’ହେଲେ ମୋ ବାହାଘର ପାଇଁ ଗୋଟିଏ ୨୫ ବର୍ଷୀୟ ଝିଅ ଦେଖାନ୍ତୁ ତ….