କେଉଁମାନଙ୍କୁ ଭଣ୍ଡା ଅଧିକ ଖାଇବା ମନା

ସତ୍ୟଶିଖା( ଭୁବନେଶ୍ୱର )୦୮.୦୯ . ୨୦୨୨:  ଯେତେବେଳେ ଏକ ସୁସ୍ଥ ଡାଏଟ୍ ଚାଟ୍ କଥା ଆସେ, ବିଶେଷଜ୍ଞମାନେ ପ୍ରଥମେ ଅମୃତ ଭଣ୍ଡାର ନାଁ ନିଅନ୍ତି।  ଭଣ୍ଡା ଏକ କମ୍ କ୍ୟାଲୋରୀଯୁକ୍ତ ଫଳ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଭଣ୍ଡାରେ ଫାଇବର, ଭିଟାମିନ୍ ପରି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଯାହା ହଜମରୁ ଆରମ୍ଭ କରି ଓଜନ ବୃଦ୍ଧି ପର୍ଯ୍ୟନ୍ତ, ମଧୁମେହ, କର୍କଟ ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଭଣ୍ଡା ଖାଇବାର ଅନେକ ଲାଭ ଥିବା ସତ୍ତ୍ୱେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ମଧ୍ୟ ହୋଇପାରେ।  କିଛି ଲୋକ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ନଚେତ ପରିସ୍ଥିତି ଭୟାନକ ହୋଇପାରେ। ତେବେ ଭଣ୍ଡା ଖାଇବା କେଉଁ ଲୋକଙ୍କ ପାଇଁ କ୍ଷତି ହୋଇପାରେ ଆସନ୍ତୁ ଜାଣିବା।

Exit mobile version