

ସତ୍ୟଶିଖା ୨୪ /୧୨/୨୦୨୦ : ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ରାୟଗଡ଼ା ଜିଲ୍ଲା ଗୁଣୁପୁର ରାସ୍ତା କୋଠାବାଡ଼ି ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ବ୍ରହ୍ମପୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ବହ୍ମପୁର କମାପଲ୍ଳୀ ଆରସି ଦାଶ ଲାଇନରେ ଥିବା ତାଙ୍କର ବାସଭବନ, ଗୁଣୁପୁରରେ ଥିବା ଅଫିସ ଏବଂ ସରକାରୀ କ୍ୱାଟର, ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକପୁର ଗାଁରେ ଥିବା ଷ୍ଟଲ