ଭିଡିଓ
-
ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ l
ସତ୍ୟଶିକ୍ଷା ୨୯.୦୯.୨୦୨୦ : ଚାନ୍ଦବାଲି ସ୍ଥିତ ସମବାୟ ବ୍ୟାଙ୍କ ଆଗରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ…
ଅଧିକ ଖବର ପଢନ୍ତୁ » -
ସୋନା ମହାପାତ୍ର କହିଲେ, କଙ୍ଗନା ରାକ୍ଷସ ସହ ଲଢ଼ୁ ଲଢ଼ୁ ରାକ୍ଷସୀ ହୋଇଗଲେଣି l
ସତ୍ୟଶିକ୍ଷା (ମୁମ୍ବାଇ) ୨୫ .୦୯.୨୦୨୦ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କିଛି ମାସ ହେବ ବଳିଉଡ ବିରୋଧରେ କ୍ରମାଗତ ନିଜ ମତ ରଖି ଆସୁଛନ୍ତି । କେବଳ…
ଅଧିକ ଖବର ପଢନ୍ତୁ » -
ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିଲା ସେକ୍ସ ରାକେଟ୍ : ପୋଲିସର ଚଢାଉ ବେଳେ ୧୧ ଯୁବତୀ ଉଦ୍ଧାର, ୬ ଗିରଫ l
ସତ୍ୟଶିକ୍ଷା (ପାନିପତ) ୨୫ .୦୯.୨୦୨୦ : ହରିୟାଣା ପାନିପତରେ ଥିବା ଏକ ମଲ୍ ରେ ଅଚାନକ ପୋଲିସ ଚଢାଉ କରିଥିଲା । ଏହି ମଲ୍ ରେ ଥିବା…
ଅଧିକ ଖବର ପଢନ୍ତୁ » -
ଭାରତର ‘ଜଳ ପରୀ’ ଆରତୀ ସାହଙ୍କୁ ଡୁଡଲରେ ମନେ ପକାଇଲେ google l
ସତ୍ୟଶିକ୍ଷା ୨୪.୦୯.୨୦୨୦ : ବିଭିନ୍ନ ଅବସରକୁ ଗୁଗଲ ତାଙ୍କ ଡୁଡଲରେ ପାଳନ କରନ୍ତି । ଏହିକ୍ରମରେ ଗୁଗଲ ଗୁରୁବାର ପ୍ରଶିଦ୍ଧ ଭାରତୀୟ ମହିଳା ସନ୍ତରଣକାରୀ ଆରତୀ ଶାହଙ୍କ…
ଅଧିକ ଖବର ପଢନ୍ତୁ » -
O.N.G.C ତୈଳ ବିଶୋଧନାଗାରରେ ଭୟାବହ ଅଗ୍ନିକାଣ୍ଡ l
ସତ୍ୟଶିକ୍ଷା (ସୁରଟ) ୨୪.୦୯.୨୦୨୦ : ଗୁଜୁରାଟର ସୁରଟରେ ଥିବା ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (O.N.G.C) ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ହେବା…
ଅଧିକ ଖବର ପଢନ୍ତୁ » -
ବ୍ରେକ୍ଅପ୍ ପରେ ଯୁବତୀଙ୍କ କାରନାମା l
ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ସୋସିଆଲ୍ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହେଉଥାଏ । କେତେବେଳେ ମଜାଦାର ତ ପୁଣି କେତେବେଳେ ହୃଦୟ…
ଅଧିକ ଖବର ପଢନ୍ତୁ » -
ଫେସବୁକ ଆକାଉଂଟକୁ ହ୍ୟାକ କରି ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା l
ସତ୍ୟଶିଖା ୧୬ .୦୯.୨୦୨୦ : ଫେସବୁକ ଆକାଉଂଟକୁ ହ୍ୟାକ କରି ଜାଲ ମେସେଜ ପଠାଇ ଅଭିନବ ଉପାୟରେ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା । ଏଭଳି ଘଟଣା…
ଅଧିକ ଖବର ପଢନ୍ତୁ » -
ଟୁଇଟର ମାତ୍ର ୧୦ ଦିନ ମଧ୍ୟରେ ସହାୟତାର ହାତ ବଢାଇଲେ ସୋନୁ l
ସତ୍ୟଶିଖା ୧୨ .୦୯.୨୦୨୦ : ନିଜ ବାନ୍ଧବୀ ଲିପ୍ସାଙ୍କ ପାଇଁ ସିନେ ତାରକା ସୋନୁ ସୁଦଙ୍କୁ ସମ୍ବଲପୁରର ଛବିରାଣୀ ଏହି ଟୁଇଟ କରିଥିଲେ । ଟୁଇଟ ମାତ୍ର…
ଅଧିକ ଖବର ପଢନ୍ତୁ »