ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରୀ ନିଖୋଜ, ମିଳୁନି ପତ୍ତା

ସତ୍ୟଶିଖା( ଭୁବନେଶ୍ୱର )୦୫ .୦୭ . ୨୦୨୨: ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ ନେଇଥବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଛି। ତେବେ ଛାତ୍ରୀ ଜଣକ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରିନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି। ପୁଲିସ ସୁଭାଷିନୀଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।

ହଷ୍ଟେଲ ମାଟ୍ରନ୍ ବିଷ୍ଣୁପ୍ରିୟା ମିଶ୍ର କହିଛନ୍ତି, ଗତ ଶୁକ୍ରବାର କଲେଜ ଛୁଟିଥିଲା।  ୟଶନିବାର ଦିନ ସେ କଲେଜ ଯାଇଥିଲା। ଆଉ ସେ କଲେଜରୁ ଫେରି ନାହିଁ। ତା’ପରେ ଆମେ ସୁଭାଷିନୀଙ୍କୁ ବହୁତ ଖୋଜାଖୋଜି କରିଥିଲୁ। କିନ୍ତୁ ପାଇ ନଥିଲୁ। ତା’ପରେ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲୁ।
Exit mobile version