

ସତ୍ୟଶିଖା( ଭୁବନେଶ୍ୱର )୦୫ .୦୭ . ୨୦୨୨: ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ ନେଇଥବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଛି। ତେବେ ଛାତ୍ରୀ ଜଣକ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରିନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି। ପୁଲିସ ସୁଭାଷିନୀଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।