ସତ୍ୟଶିଖା (ମୁମ୍ବାଇ) ୫/୧୧/୨୦୨୦ : ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ ଇଜିପ୍ଟର ରାଣୀ କ୍ଲିଓପାଟ୍ରା ହୋଇଛନ୍ତି । ଏଥିପାଇଁ ସେ ୫ମିଲିୟନ ଆମେରିକୀୟ ଡଲାରର ସୁନା ଡ୍ରେସ୍ ପିନ୍ଧିଛନ୍ତି । ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୭କୋଟି ୩୪ଲକ୍ଷରୁ ଅଧିକ ଟଙ୍କା । ବଲିଉଡର ଗ୍ଲାମ୍ ଗର୍ଲ ନାଁରେ ଲୋକପ୍ରିୟ ଉର୍ବଶୀ ରୌତେଲା ନିକଟରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ବିବାହ ରିସେପ୍ସନ୍ ଆଟେଣ୍ଡ କରିଥିଲେ । ଏଠାରେ ସେ ନେହାଙ୍କଠୁ ବି ମହଙ୍ଗା ଲେହଙ୍ଗା ପିନ୍ଧିବା କଥା ସାମନାକୁ ଆସିଥିଲା ।
ଉର୍ବଶୀ ରୌତେଲା ୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧିଲେ
