ଦେଶନ୍ୟୁଜ୍

Union Budget 2022: ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା ?

ସତ୍ୟଶିଖା(ନୂଆଦିଲ୍ଲୀ )୦୧.୦୨.୨୦୨୨ : ସଂସଦରେ ଆଗତ ହୋଇଛି ଐତିହାସିକ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ହୀରା ଅଳଙ୍କାର, ଏଲପିଜି ଗ୍ୟାସ ସିଲିଣ୍ଡର ଆଦିକୁ ଶସ୍ତା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେବେ ଚଳିତ ବଜେଟରେ କଣ ଶସ୍ତା ଓ କାହା ଉପରେ ମହଙ୍ଗା ମାଡ଼ ପଡ଼ିଛି ଆସନ୍ତୁ ଜାଣିବା ।

  • କମରସିଆଲ ଏଲପିଜି ସିଲିଣ୍ଡର
  • କୃଷିଜାତ ଦ୍ରବ୍ୟ
  • ଜୋତା ଓ ଚପଲ
  • ମୋବାଇଲ ଚାର୍ଜର
  • ହୀରା ଅଳଙ୍କାର
  • ବିଦେଶରୁ ଆସୁଥିବା ଯନ୍ତ୍ର
  • କପଡ଼ା ଓ ଚମଡ଼ା ସାମଗ୍ରୀ

ମହଙ୍ଗା ମାଡ

  • ଉତ୍ପାଦନକାରୀ ସାମଗ୍ରୀ
  • ଛତା ଟିକସ
  • ଗତ ଆର୍ଥିକ ବର୍ଷ ୨୦୨୧ ବଜେଟରେ ଇଲେକଟ୍ରୋନିକ ସାମଗ୍ରୀ, ମୋବାଇଲ ଫୋନ, ଚାର୍ଜର, ଚମଡା ଜୋତା ଆଦି ମହଙ୍ଗା ହୋଇଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଏହାକୁ ଶସ୍ତା କରାଯାଇଛି । ସେହିପରି ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।
Show More
Back to top button