ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : କେରଳରେ ସୁନା ସ୍ମଗଲିଂର ତାର ଅଣ୍ଡରୱାର୍ଲଡ ସହ ଯୋଡିହୋଇଛି । ସୁନା ଚୋରା କାରବାରରେ ଜଡିତ କିଛି ଅଭିଯୁକ୍ତଙ୍କର ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ରହିଛି । ସେଥିପାଇଁ ଏହି ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ଅନେକଥର ତାଞ୍ଜାନିଆ ଗସ୍ତ କରିଛନ୍ତି । ସେଠାରେ ଦାଉଦ୍ର ଡି- ଗ୍ୟାଙ୍ଗ ସଦସ୍ୟଙ୍କୁ ଭେଟିଥିଲେ ।
ସୁନା ସ୍ମଗଲିଂରେ ଅଣ୍ଡରୱାର୍ଲ୍ଡ ଲିଙ୍କ୍ l
