ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଟ୍ରେନ ଧକ୍କାରେ ୨ ହାତୀ ମୃତ

ସତ୍ୟଶିଖା ୦୪/୦୨/୨୦୨୧ : ରାଉରକେଲାର ବିଶ୍ରା ମହିପାଣି ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ଗୁରୁବାର ଖବର ମିଳିଛି । ରେଳଧାରଣାରେ ହାତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ରେଳ ଧାରଣା ପାର ହେଉଥିବା ସମୟରେ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି ।

Show More
Back to top button