ଅପରାଧନ୍ୟୁଜ୍ରାଜ୍ୟ

ଗୋରୁ ଚମଡା ବୋଝେଇ ଟ୍ରକ ଜବତ, 2 ଅଟକ

ସତ୍ୟଶିଖା(ଭୁବନେଶ୍ୱର )୧୦.୦୨.୨୦୨୨ : ଭୁବନେଶ୍ୱର ତମାଣ୍ଡୋରୁ ଗୋରୁ ଚମଡ଼ା ବୋଝେଇ ଟ୍ରକ ଜବତ । ଆନ୍ଧ୍ରପ୍ରଦେଶରୁ ଟ୍ରକଟି ଆସିଥିଲାବେଳେ ଅଟକାଇଥିଲା ବଜରଙ୍ଗ ସଂଠଗନ । ଗାଡିରୁ ୨୫ ଟନ୍ ଗୋରୁ ଚମଡ଼ା ଜବତ ହୋଇଛି । ଘଟଣାରେ ୨ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ପୋଲିସ ।

ଟ୍ରକ୍‌ଟି ହାଇଦ୍ରାବାଦରୁ କଲିକତା ଯାଉଥିବା ବେଳେ ତମାଣ୍ଡୋ ଜାତୀୟ ରାଜପଥ ନିକଟରେ କିଛି ଲୋକ ଏହି ଗାଡି ଦେଖି ଅଟକାଇଥିଲେ । ପରେ ଏଥିରେ ପାଖାପାଖି ୨୫ଟନ୍‌ର ଗୋରୁ ଚମଡା ବୋଝେଇ ହୋଇ ଯାଉଥିବା ଜଣାପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି ।

Show More
Back to top button