ନ୍ୟୁଜ୍
ଆଜି ଛତିଶଗଡ଼ ଏବଂ ଓଡ଼ିଶା ମଧ୍ଯରେ ମହାନଦୀ ଜଳ ବିବାଦ କୁ ନେଇ ଟ୍ରିବ୍ୟୁନାଲକି ଶୁଣାଣି l


ସତ୍ୟଶିଖା ୦୨/୦୮/୨୦୨୫: ମହାନଦୀ ଜଳକୁ ନେଇ ଯେଉଁ ବିବାଦ ରହିଛି, ତାହା ଉପରେ ଟ୍ରିବ୍ୟୁନାଲ ଆଜି କି ନିଷ୍ପତ୍ତି ନେବେ, ତାହା ଉପରେ ଓଡ଼ିଶା ସରକାରଙ୍କ ନଜର ରହିଛି । ନିକଟରେ ମହାନଦୀ ଜଳ ବିବାଦ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତ ସ୍ତରୀୟ ବୈଠକ ବସିଥିଲା । ମହାନଦୀ ନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ସହଯୋଗରେ ଉଭୟ ରାଜ୍ୟ ଆପୋଷ ବୁଝାମଣା କରିବା ନେଇ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।