ରାଜ୍ୟସ୍ୱାସ୍ଥ୍ୟ

ଡ଼େଙ୍ଗୁ ହେଲେ କ’ଣ ଖାଇବେ ଜାଣନ୍ତୁ ।

ସତ୍ୟଶିଖା ( ଭୁବନେଶ୍ୱର ) ୦୬ /୦୯ /୨୦୨୧:   ରକ୍ତ ଶୋଷୁଥିବା ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରୟାସ କରି ମଧ୍ୟ ବେଳେବେଳେ ରୋଗରେ ପଡ଼ିଯାଉ । ତେବେ ଖାଦ୍ୟପେୟର ଉଚିତ ଧ୍ୟାନ ରଖିଲେ ଆମେ ଏହି ଭୁତାଣୁ କବଳରୁ ବଂଚିପାରିବା । ଡ଼େଙ୍ଗୁ ସମୟରେ ରକ୍ତର ପ୍ଲେଟଲେଟସ୍ କମିବାରେ ଲାଗିଥାଏ । ଏହି ସମୟରେ ଡାଏଟକୁ ଠିକ୍ ଭାବରେ ପାଳନ ନକଲେ ଜୀବନ ଚାଲିଯିବାର ବି ସମ୍ଭାବନା ଥାଏ । ତେବେ ଏହି ସମୟରେ କେଉଁ ଖାଦ୍ୟ ଖାଇଲେ ଶରୀରରେ ପ୍ଲେଟଲେଟସର ମାତ୍ରା ବଢେ ତାହା ଆପଣ ଜାଣିରଖନ୍ତୁ ।

Show More
Back to top button