ଅପରାଧନ୍ୟୁଜ୍ରାଜ୍ୟ

S.T.F ପଞ୍ଝାରେ ଧଳା ଜହର ବେପାରୀ

ସତ୍ୟଶିଖା (ଭୁବନେଶ୍ୱର) ୨୬/୦୧/୨୦୨୧ : ଏସଟିଏଫ ପଞ୍ଝାରେ ଆଉ ଜଣେ ବ୍ରାଉନସୁଗାର ବେପାରୀ । ଗିରଫ ବ୍ରାଉନସୁଗାର ବେପାରୀଙ୍କଠାରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଭଦ୍ରକ ଶଙ୍କରନଗରରୁ ଏହି ବ୍ରାଉନସୁଗାର ଏସଟିଏଫ ଟିମ୍ ଜବତ କରିଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ବ୍ରାଉନସୁଗାର ବେପାରୀ ଜଣଙ୍କ ହେଉଛନ୍ତି ମିହ୍ନାଜ କାଦ୍ରୀ ।

Show More
Back to top button