ସତ୍ୟଶିଖା (ଭଦ୍ରକ) ୩୦/୧୦/୨୦୨୦ : ଆଜି ଇଦ୍ ମିଲାଦୁନ ନବୀ । ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଦିବସ । ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ । କୋଭିଡ୍ କଟକଣା ପାଇଁ ନିରାଡମ୍ବର ଭାବେ ପାଳିତ ହେଉଛି ଏହି ପର୍ବ । ଏଥର ସାହି ଓ ବସ୍ତିରୁ ଶୋଭାଯାତ୍ରା ଓ ମେଢ ଉପରେ କଟକଣା ଲଗାଯାଇଛି ।
ଆଜି ଇଦ୍ ମିଲାଦୁନ ନବୀ : ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ
