ନ୍ୟୁଜ୍ରାଜ୍ୟ

ଗାଁ ରାସ୍ତାରେ ବୁଲୁଛି ବାଘ

ସତ୍ୟଶିଖା ୨୫/୦୧/୨୦୨୧ : ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ନିକଟ ରାସ୍ତାରେ ବାଘ ବୁଲୁଥିବାର ଖବର ସୋମବାର ସାମ୍ନାକୁ ଆସିଛି। ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ କଲରାପତରିଆ ବାଘ ଦେଖିଛନ୍ତି। ଏହାସହ ଗାଁଲୋକେ ମଧ୍ୟ ବାଘ ଦେଖି ଭୟଭୀତ ହେବା ସହ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Show More
Back to top button