ଗୁରୁବାର ରାଶିଫଳ: କେମିତି କଟିବ ଆଜିର ଦିନଟି

ସତ୍ୟଶିଖା (ଭୁବନେଶ୍ୱର) ୨୪.୦୩.୨୦୨୨:

ମେଷ– ପ୍ରଖର ମାନସିକତାରେ ଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧିହସ୍ତ ହେବେ । ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି ।ଶତ୍ରୁ ବିନାଶକରି ଆଶ୍ୱସ୍ତ ହେବେ ।ସୁସ୍ଥ ରହିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।

ବୃଷ–ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚ ଅଭିଳାଷ ପୂରଣ ହେବ । ଦାମ୍ପତ୍ୟସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା, ରାଜନୀତିରେ ଉତ୍ତମ ବୁଝାମଣା , ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୧ ।

ମିଥୁନ – ପାରିବାରିକ ସୁଖ ସୌଭାଗ୍ୟ ଅବ୍ୟାହତ ରହିବ । ଜମିବାଡି ସଂପର୍କୀତ ବିବାଦ ସମାଧାନ କରିବେ ।ମାନସିକ ଅସ୍ଥିରତା ଦୂରହେବ ନାହିଁ ।କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ ।ବନ୍ଧୁମାନେ ସହ-ଯୋଗୀହେବେ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୮ ।

କର୍କଟ–ଘାତଚନ୍ଦ୍ର ଦିନସାରା ଭୋଗ ହେବ । ସ୍ଥିରବୁଦ୍ଧି ପ୍ରୟୋଗ ନକଲେ ପ୍ରତିକ୍ଷେତ୍ରରେ କ୍ଷତି ସହିବେ ।ସ୍ୱାସ୍ଥ୍ୟରେ ଅବନତି, ପାରିବାରିକ ସୁଖ, କର୍ମକ୍ଷେତ୍ରରେ ନେତୃତ୍ୱଲାଭ, ଦୂର ଯାତ୍ରାରେ ବ୍ୟୟ,ବ୍ୟବସାୟରେ ସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୧ ।

ସିଂହ –ଶ୍ରୀଚନ୍ଦ୍ରଭୋଗ ପାଇଁ ଦିନଟିମଙ୍ଗଳ ଦାୟକ ଅଟେ ।ମନରେସନ୍ତୋଷକର୍ମରେଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂବସ୍ତ୍ରାଳଙ୍କାର ପ୍ରାପ୍ତିଯୋଗ ଅଛି ।ରାଜନୀତିରେ ଉଚ୍ଚ ପଦାସୀନଙ୍କସାହଚର୍ଯ୍ୟମିଳିବ ।ଶୁଭରଙ୍ଗକେଶରୀ ।ଶୁଭ ଅଙ୍କ ୧ ।

କନ୍ୟା –କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବରହିବାକୁବାଧ୍ୟ ହେବେ । ଦୈହିକସ୍ୱାସ୍ଥ୍ୟସେପରି ଭଲ ନ ରହିପାରେ । ଯାନ ବାହାନରେବ୍ୟୟସାମାଜିକ ପ୍ରତିଷ୍ଠା, ବ୍ୟବସାୟରେଉନ୍ନତି, ଧର୍ମକାର୍ଯ୍ୟରେ ଆଗ୍ରହ ।ଶୁଭରଙ୍ଗଗୋଲଡେନ୍ ।ଶୁଭ ଅଙ୍କ ୬ ।

ତୁଳା– ଦିନଟିଶାନ୍ତିସନ୍ତୋଷ ପ୍ରଦାୟକହେବ ।ମାଙ୍ଗଳିକକାର୍ଯ୍ୟକ୍ରମରେସକ୍ରିୟ ଅଂଶଗ୍ରହଣକରିବେ ।ବ୍ୟୟହେଲେ ମଧ୍ୟକାର୍ଯ୍ୟମାନ ସଂପାର୍ଦିତହେବ । ଦ୍ରବ୍ୟଲାଭ,ନିମ୍ନଅଙ୍ଗରେ ପୀଡାକିମ୍ବାଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।

ବିଛା– ଆର୍ଥିକସ୍ଥିତିଉପରେ ପ୍ରଭାବ ପଡିବ । ପରୋକ୍ଷରେଶତ୍ରୁବଢିବେ । ଥଣ୍ଡାସର୍ଦ୍ଦିହେତୁକସ୍ୱାସ୍ଥ୍ୟସମସ୍ୟା ଆସିବ । ଯାନବାହନରେବ୍ୟୟ ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି,ବ୍ୟବସାୟିକିଲାଭ ଓ ରାଜନୀତିରେକ୍ଷମତାବୃଦ୍ଧି ।ଶୁଭରଙ୍ଗଗୋଲାପି ।ଶୁଭ ଅଙ୍କ ୯ ।

ଧନୁ – ଆର୍ଥିକସ୍ଥିତିସ୍ୱଚ୍ଛଳରହିବ ।ମନରେସନ୍ତୋଷକର୍ମରେ ନିୟମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ବୈଷୟିକଉନ୍ନତି, ପରୋପକାରକରି ଆତ୍ମସନ୍ତୋଷ ପାଇବେ ।ଶୁଭରଙ୍ଗ ନାଲି ।ଶୁଭ ଅଙ୍କ ୫ ।

ମକର–ସାରାଦିନ ଘାତଚନ୍ଦ୍ରଭୋଗହେବ । ଅଭାବ ଅନଟନ , କାର୍ଯ୍ୟକ୍ରମରେବିଶୃଙ୍ଖଳା, ପରୋକ୍ଷରେଶତ୍ରୁବୃଦ୍ଧି , ମାନସିକ ଅସହାୟତା, ବନ୍ଧୁବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୯ ।

କୁମ୍ଭ -ଆୟଉପାର୍ଜନରେ ଅନିଶ୍ଚିତସ୍ଥିତି ଆସିପାରେ ।ବିବେକାନୁମୋଦିତକାମସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡରେ ପୀଡା, ଉଚ୍ଚ ସଂପର୍କରେଉନ୍ନତି , ବ୍ୟୟବୃଦ୍ଧି, ପରିବାରରେମତ ପାର୍ଥକ୍ୟରସମ୍ଭାବନା ଅଛି ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୬ ।

ମୀନ – ଶୁଭାକାଂକ୍ଷୀମାନେ ସହ-ଯୋଗରହାତବଢେଇବେ ।ବାସଗୃହରେ ଆବଶ୍ୟକ ଥିବାସଂସ୍କାର ଆଣିପାରିବେ । ପରିବାରରେସମ୍ୟକବୁଝାମଣା, ଉପହାର ପ୍ରାପ୍ତି ଦୂର ଯାତ୍ରାରେବ୍ୟୟ ଆଧ୍ୟାତ୍ମିକ ଦିଗରେବିଶ୍ୱାସ ଓ ରାଜନୀତିରେଜନାବୃତିମିଳିବ ।ଶୁଭରଙ୍ଗହଳଦୀଆ ।ଶୁଭ ଅଙ୍କ ୩ ।

Exit mobile version