ସ୍କୁଲରେ ବଜ୍ରପାତ : ୧୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

ସତ୍ୟଶିଖା( ଦେବଗଡ )୧୯.୦୮ . ୨୦୨୨: ସ୍କୁଲରେ ବଜ୍ରପାତ । ୧୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଗୁରୁତର । ତିଳେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ । ସ୍କୁଲରେ ପାଠପଢା ଚାଲିଥିବା ବେଳେ ବଜ୍ରପାତ ହୋଇଥିବା ସୂଚନା । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇ ଯାଇଥିବା ସୂଚନା ।

Exit mobile version