ସତ୍ୟଶିଖା( ମୁମ୍ବାଇ )୦୨.୧୧.୨୦୨୨: ବଲିଉଡର ଭାଇଜାନ ସଲମାନଙ୍କ ଖାନ୍ଙ୍କ ଜୀବନ ପ୍ରତି ରହିଛି ବିପଦ। କିଛି ଦିନ ତଳେ ସଲମାନ ଖାନ୍ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡା କଡି କରାଯାଇଥିଲା। ଏବେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି।
ସଲମାନଙ୍କ ଜୀବନ ପ୍ରତି ବିପଦ, ମିଳିଲା Y+ ସୁରକ୍ଷା
