ସତ୍ୟଶିଖା (ସମ୍ବଲପୁର) ୦୨/୧୨/୨୦୨୦ : ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ତିନି ଗୋଟି ବ୍ଲକର ବିଭିନ୍ନ ମଣ୍ଡିରେ ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା । ହେଲେ ଧାନ ଅମଳ କରି ମଣ୍ଡିକୁ ବିକ୍ରି କରିବାକୁ ଆଣିଥିବା ବେଳେ ଚାଷୀଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ଜମନକିରା ବ୍ଲକର ଫାଶୀମାଲ ମଣ୍ଡି ସମେତ ଅନ୍ୟାନ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ ।
ମଣ୍ଡିରେ ପଡ଼ିଛି ହଜାର ହଜାର ପ୍ୟାକେଟ ଧାନ
