ସତ୍ୟଶିଖା ୧୩/୦୧/୨୦୨୧ : ସାବଧାନ ! ନଚେତ୍ ଚୋରି ହୋଇପାରେ ଆପଣଙ୍କ ହେଲମେଟ୍ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଭିନ୍ନ ଧରଣର ଲୁଟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାଗେର୍ଟରେ ହେଲମେଟ । ଆଉ ଏହି ହେଲମେଟ ଚୋରୀର ପୁରା ଚିତ୍ର ସିସିଟିଭରେ କଏଦ ହୋଇଛି ।
ଏଥର ଲୁଟେରାଙ୍କ ଟାର୍ଗେଟରେ ହେଲମେଟ୍
