ସତ୍ୟଶିଖା (ନୂଆଦିଲ୍ଳୀ) ୩୧/୧୦/୨୦୨୦ : କରୋନା କାଳରେ ନିଜକୁ ତଥା ନିଜର ସମସ୍ତ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ଲୋକେ ବେଶ ତତ୍ପର । କୌଣସି ସ୍ଥନକୁ କାମରେ ଯାଇ ଫେରିବା ପରେ ଲୋକେ ନିଜ ହାତକୁ ସାବୁନ ବା ସାନିଟାଇଜରରେ ସଫା କରୁଛନ୍ତି । ଲୋକେ ନିଜ ଫୋନକୁ ବି ସାନିଟାଇଜରରେ ସଫା କରୁଛନ୍ତି । କିନ୍ତୁ ଏନେଇ ଏବେ ସାବଧାନ ହେବାର ବେଳ ଆସିଛି । ସାନିଟାଇଜରରେ ସଫା କରିବା ଦ୍ବାରା ଫୋନ୍ରେ ସଟସର୍କିଟ୍ ଯୋଗୁଁ କୌଣସି ଦୁର୍ଘଟଣା ବି ଘଟିପାରେ ।
କରନା ସମୟରେ ଫୋନ୍ ସାନିଟାଇଜ୍ରରେ ସଫା କରୁଥିଲେ କ୍ଷତି ଏଭଳି ହୋଇପାରେ
