ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ନୂଆ ସଂକ୍ରମିତ ୭୧,୩୬୫

ସତ୍ୟଶିଖା(ନୂଆଦିଲ୍ଲୀ )୦୯.୦୨.୨୦୨୨ : ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେବ ଲକ୍ଷେ ତଳକୁ ରହୁଛି । ଦିନକରେ ଆଉ ୭୧ ହଜାର ୩୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪,୧୦,୯୭୬ରେ ପହଞ୍ଚିଛି । ଚିକିସôାଧୀନ ଅବସ୍ଥାରେ ଆଉ ୧,୨୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ  ମୃତ୍ୟୁ  ସଂଖ୍ୟା ୫,୦୫,୨୭୯ରେ ପହଞ୍ଚିଛି ।  ମୃତ୍ୟୁ ହାର ୧.୧୯% । ୨୪ ଘଣ୍ଟାରେ ଆଉ ୧,୭୨,୨୧୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୧୦,୧୨,୮୬୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୬.୭୦% । ସକ୍ରିୟ ଆକ୍ରାନ୍ତ ହାର ୨.୧୧% । ଆଉ ୮,୯୨,୮୨୮ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି । ୨୪ ଘଣ୍ଟାରେ ଆଉ ୧୫,୭୧,୭୨୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୪,୪୬,୮୪,୭୫୦ ନମୁନା ପରୀକ୍ଷା କରାଯାଇଛି । ୫୩,୬୧,୦୯୯ ଟିକା ନେଇଥିବା ବେଳେ ମୋଟ ୧,୭୦,୮୭,୦୬,୭୦୫ ଟିକାକରଣ କରାଯାଇଛି ।

Show More
Back to top button