ସତ୍ୟଶିଖା( ବ୍ରହ୍ମପୁର)୧୩ .୦୭ . ୨୦୨୨: ସାନ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କରିଛି ବଡ଼ ଭାଇ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ପୁଲିସ ଅଭିଯୁକ୍ତ ବଡ଼ ଭାଇ ଅସିନା କାର୍ଜି ଗିରଫ କରିଛି।
ସାନଭାଇକୁ ହାଣିଦେଲା ବଡ଼ ଭାଇ
