ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : ପୁଣି ଥରେ ଆୟୋଜନ ହେବ ହକି ବିଶ୍ୱକପ୍ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଏହାକୁ ଦୃଷ୍ଟିରେ ରଖି ରାଉରକେଲାରେ ନିର୍ମାଣ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଯେଉଁଠି ଖେଳାଯିବ ଆଗାମୀ ହକି ବିଶ୍ୱକପ । ଏହା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ରାଉରକେଲାରେ ହେବ
