ସତ୍ୟଶିଖା (ମକ୍କା) ୩/୧୧/୨୦୨୦ : ସାଉଦି ଆରବରେ ଡାକ୍ତରଙ୍କ ଏକ ଟିମ୍ ଅପରେସନ କରି ମହିଳାଙ୍କ ପେଟରୁ ଟୁଥବ୍ରଶ୍ ବାହାର କରିଛନ୍ତି । ସୂଚନା ଅନୁଯାୟୀ ଟୁଥବ୍ରଶ୍ ଗିଳିଥିବା ମହିଳାଙ୍କ ଚିକିତ୍ସା ‘ଏଓ୍ବାନ୍ ନୂର ହସ୍ପିଟାଲ୍’ରେ ହୋଇଛି । ପେଟରୁ ଟୁଥବ୍ରଶ୍ ବାହାର କରାଯିବା ପରେ ମହିଳା ନିଜେ କହିଥିଲେ ଯେ ପ୍ରକୃତରେ ଟୁଥବ୍ରଶ୍ କିପରି ତାଙ୍କ ପେଟରେ ଚାଲି ଯାଇଥିଲା ।
ଦାନ୍ତ ଘଷିବାବେଳେ ଟୁଥବ୍ରଶ୍ ଗିଳିଦେଲେ ମହିଳା : ତା’ପରେ….
