Uncategorizedରାଜ୍ୟ

କମୁଛି ଜଳକା ନଦୀର ଜଳସ୍ତର

ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ .୨୦୨୧: କମୁଛି ଜଳକା ନଦୀର ଜଳସ୍ତର । ହେଲେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ମଥାନୀଠାରେ ଏବେ ବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୬.୬୯ ମିଟର । ଗତକାଲି ଅପରାହ୍ଣରୁ ଜଳସ୍ତର ଲଗାତର ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ଜଳ ଘେରରେ ରହିଛନ୍ତି ବସ୍ତା ବ୍ଲକର ୧୦ଟି ଗାଁର ଲୋକେ ।

Show More
Back to top button