

ସତ୍ୟଶିଖା( ପୁରୀ)୨୦.୦୬. ୨୦୨୨ : ପୁରୀ ରଥଖଳା ନିକଟରେ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅପ ଭ୍ୟାନ ।୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥ କର୍ଡନକୁ ପିଟିଲା ଭ୍ୟାନ । ପିକ୍ଅପ ଭ୍ୟାନ ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ରହିଛି । ଡ୍ରାଇଭର ଅଟକ ରହିଛି । ୨ ପର୍ଯ୍ୟଟକଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।