

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା ହେବ । ଏନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨୭, ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୨ଟା ଜେନେରାଲ ଷ୍ଟଡି ପେପର ୧ ଓ ସାଢେ଼ ୧ଟାରୁ ସାଢେ଼ ୩ଟା ଜେନେରାଲ ଷ୍ଟଡ଼ି ପେପର ୨ ପରୀକ୍ଷା ହେବ । ଅପରପକ୍ଷରେ ୨୦୧୯ରେ ଅନୁଷ୍ଠିତ ହୋଇଥିବା ଓଏଏସ ଚୂଡ଼ାନ୍ତ ପରୀକ୍ଷା ସେପ୍ଟେମ୍ବର ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ ।