ସତ୍ୟଶିଖା (କଟକ) ୦୩/୧୨/୨୦୨୦ : କରୋନା ପାଇଁ ସ୍କୁଲ କେବେ ଖୋଲିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ଅନଲାଇନରେ ପାଠପଢାକୁ ଗୁରୁତ୍ୱ ଦିଆଯାଉଛି । ଏବେ ରାଜ୍ୟ ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ୟୁଟ୍ୟୁବ୍ରେ ଭିଡିଓ ଦେଖି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବା ନେଇ ବ୍ୟବସ୍ଥା ହୋଇଛି ।
ଦଶମ ଛାତ୍ରଛାତ୍ରୀ ୟୁଟ୍ୟୁବ୍ ଦେଖି ପାଠ ପଢିବେ
