ସତ୍ୟଶିଖା (ଯାଜପୁର) ୨୯/୧୨/୨୦୨୦ : ଦୀର୍ଘ ୯ ମାସର କଟକଣା ପରେ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜିଠାରୁ ମାଆଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି ।
ମାଆ ବିରଜାଙ୍କ ମନ୍ଦିର ଆଜିଠୁ ଖୋଲିଲା ଯାଜପୁରର