ସତ୍ୟଶିଖା : ୧୯.୧୨.୨୦୨୦ : ରାଜସ୍ଥାନର ବୁନ୍ଦିରେ ଏକ ଗାଁର ଜଣେ ଶିକ୍ଷକ ବିରୋଧରେ ଦୁଷ୍କର୍ମର ଅଭିଯୋଗ ହୋଇଛି । ପୀଡ଼ିତାଙ୍କ କହିବା ଅନୁସାରେ ଶିକ୍ଷକ ତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଛି ଏବଂ ଭିଡିଓ କରି ବ୍ଲାକମେଲ୍ କରୁଛି । ପୀଡ଼ିତାଙ୍କ ପରିବାର ଦବଲାନା ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି । ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି । ପୋଲିସର କହିବା ଅନୁସାରେ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ।
ଦୁଷ୍କର୍ମ କରୁଥିଲା ଶିକ୍ଷକ ନିଜ ଛାତ୍ରୀ ସହ
