ସତ୍ୟଶିଖା (କଲିକତା) ୧୬ /୧୦/୨୦୨୦ : ଦାର୍ଜିଲିଂରୁ ଏକ ଅଜବ ପ୍ରକାର ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷକକୁ ଗିରଫ କରିଛି ପୋଲିସ । ତେବେ ଏ ଯୌନ ଶୋଷଣ ଓ ଶାରିରୀକ ଉତ୍ପୀଡନ ମାମଲା ୨୩ ବର୍ଷ ପୁରୁଣା । ଗତ ବର୍ଷ ଅଭିଯୋଗ କରିଥିବା ଯୁବତୀଙ୍କ ବୟସ ସେତେବେଳେ ଥିଲା ୧୪ ବର୍ଷ ।
ଦାର୍ଜିଲିଂରେ ଛାତ୍ରୀକୁ କରିଥିଲେ ଯୌନଶୋଷଣ
