ଆରମ୍ଭ ହୋଇଯାଇଛି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ

ସତ୍ୟଶିଖା(ଭୁବନେଶ୍ୱର) ୧୬.୧୧.୨୦୨୩ : ଆରମ୍ଭ ହୋଇଯାଇଛି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ । ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ସମାନ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନେଟ୍ ରନ ରେଟରେ ଆଗରେ ରହି ଦ୍ବିତୀୟ ସ୍ଥାନରେ ସେମିଫାଇନାଲ ସ୍ଥାନ ପକ୍କା କରିଥିଲା ।

ଆଜିର ମ୍ୟାଚ ଇଡେନଗାର୍ଡେନରେ ଖେଳାଯାଉଛୁ । ପ୍ରଥମେ ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରୁଛି କଙ୍ଗାରୁ ଦଳ । ରବିବାର ଅହମଦାବାଦରେ ଟିମ୍ ଇଣ୍ଡିଆ ସହ ଆମ୍ନାସାମ୍ନା ହେବେ ଆଜିର ମ୍ୟାଚ ବିଜୟୀ ।

Exit mobile version